April 30, 2025

ଆଜି ମୁଣ୍ଡଳିରେ ପାସ୍ କରିବ ସର୍ବାଧିକ ବନ୍ୟାଜଳ, ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଆଜି ସଂଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବ୍ୟାକ୍ ଓ୍ବାଟର ଯୋଗୁଁ କିଛି ଜାଗାରେ ପାଣି ପଶିଯାଇଛି ବୋଲି କହିଛନ୍ତି ଏସଆରସି । ସେ କହିଛନ୍ତି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia