April 20, 2025

ଆଜି କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଆଜି ଜନ୍ମଦିନ। ବିଶ୍ଵର ସର୍ବଶ୍ରେଷ୍ଠ ଅଭିନେତା ଭାବରେ ପରିଗଣିତ ବିଗ ବି ଆଜି ପାଦ ଥାପିଛନ୍ତି ୭୯ ବର୍ଷ ବୟସରେ। ତେବେ ତାଙ୍କ ବ୍ୟକ୍ତିତ୍ବ ଆଗରେ ଯେପରି ହାର ମାନିଛି ବୟସ। ଦୀର୍ଘ ୫୦ ବର୍ଷ ତଳେ ସେ ଥିଲେ ଚଳଚିତ୍ର ଦୁନିଆର ବହୁ ଚର୍ଚିତ ନାୟକ । ଆଜି ପାଞ୍ଚ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia