April 24, 2025

ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତୀକ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ କାର୍ତ୍ତୀକ ସୋମବାର । ଏହି ମାସକୁ ଧର୍ମମାସ ବୋଲି ପ୍ରତ୍ୟେକ ଓଡିଆ ମାନିଥାନ୍ତି । ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର ହୋଇଥିବାରୁ ବ୍ରତ ଧରିଛନ୍ତି ବ୍ରତଧାରୀ । ଶ୍ରୀକ୍ଷେତ୍ରରେ ରହି ହବିଷ୍ୟାଳିମାନେ ଆରମ୍ଭ କରିଛନ୍ତି ନିଜର ବ୍ରତ। ଆଜି ବଡି ଭୋରୁ ସ୍ନାନାଦି କାମ ସାରି ଚଉରା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia