April 25, 2025

ଆଗୁଆ ଜାମିନ ଆବେଦନ କଲେ ଲେଡି ବ୍ଲାକମେଲର, କାଲି ହୋଇପାରନ୍ତି ହାଜିର

Bhubaneswar Lady Blackmailer: ଭୁବନେଶ୍ୱର SDJM କୋର୍ଟରେ ଜାମିନ ଆବେଦନ କରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଆସନ୍ତାକାଲି ସେ କୋର୍ଟରେ ହାଜର ହୋଇପାରନ୍ତି । ସେଥିପାଇଁ ସେ ଆଗୁଆ ଜାମିନ୍‌ ଆବେଦନ କରୁଥିବାର କୁହାଯାଉଛି । ଧିରେ ଧିରେ ଖୋଲୁଛି ମାୟାବୀନ ଅର୍ଚ୍ଚନା ନାଗ ଫାସର ଗୁମର । ଫିଲ୍ମ ପ୍ରଯୋଜକ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia