April 21, 2025

ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଉ ୮ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ଏଯାବତ ୧୩୦ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଗଲାଣି। ଏହି ୮ ଜଣଙ୍କ ମଧ୍ୟରେ ଅଛନ୍ତି ନିମାପଡ଼ାର ପୂର୍ବତନ ତହସିଲଦାର ତଥା ଓଏଏସ୍ ଅଧିକାରୀ ରାମଚନ୍ଦ୍ର ଜେନା। ତେବେ ରାମଚନ୍ଦ୍ର ଜେନାଙ୍କ ସବ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia