April 22, 2025

ଆଉ ‘ମଧୁବନର ରାଧିକା’ ହେବେ ନାହିଁ ସନ୍ନି ଲିଓନି !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନୂଆ ଗୀତ ‘ମଧୁବନ୍’କୁ ନେଇ ବିବାଦ ଜାରି ରହିଛି। ଏଥିସହ ସେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଗାୟକ ଏବଂ ସଙ୍ଗୀତ କମ୍ପାନୀକୁ ଚେତାବନୀ ଦେଇଛନ୍ତି। ତାଙ୍କୁ କ୍ଷମା ମାଗିବାକୁ ଏବଂ 72 ଘଣ୍ଟା ମଧ୍ୟରେ ଗୀତଟିକୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia