April 21, 2025

ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା : ପଞ୍ଜାବରେ ସରକାର ଗଠନ ହେଲେ 18 ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତିମାସରେ ମିଳିବ 1000 ଟଙ୍କା

ଚଣ୍ଡିଗଡ଼ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୋଗାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପଞ୍ଜାବରେ ଆମ ସରକାର ଗଠନ ହୁଏ ତେବେ ଆମେ 18 ବର୍ଷରୁ ଅଧିକ ପ୍ରତ୍ୟେକ ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ଦେବୁ । ଯଦି ଗୋଟିଏ ଘରେ ତିନିଜଣ ମହିଳା ଅଛନ୍ତି,

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia