April 21, 2025

ଅଯୋଧ୍ୟା ଯାତ୍ରା ସ୍ଥଗିତ ରଖିଲେ ରାଜ ଠାକରେ, ସହରରେ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି କହିଥିଲେ ବିଜେପି ସାଂସଦ

ମୁମ୍ବାଇ : ମହାରାଷ୍ଟ୍ର ନବନିର୍ମାନ ସେନା ଅଧ୍ୟକ୍ଷ ରାଜ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ସ୍ଥଗିତ ରଖିଛନ୍ତି । ସେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ରାଜ ଠାକରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଅଯୋଧ୍ୟା ପରିଦର୍ଶନକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ତେବେ ରାଜ ଠାକେର ଅଯୋଧ୍ୟା ଗସ୍ତକୁ ସ୍ଥଗିତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia