The prices of tomatoes and green vegetables are likely to increase further । ବର୍ତ୍ତମାନ ଦରବୃଦ୍ଧିରୁ ଖାଉଟିଙ୍କୁ ଏବେ ଆଶ୍ୱସ୍ତି ମିଳିବାର କୌଣସି ସମ୍ଭାବନା ନାହିଁ । ଦିଲ୍ଲୀ ସମେତ ଦେଶର ପ୍ରାୟ ସମସ୍ତ ସହରରେ ଟମାଟୋ କିଲୋ ପ୍ରତି ପ୍ରାୟ 150 ଟଙ୍କା ପାଖାପାଖି ରହିଛି ।
ଅଗଷ୍ଟ ପୂର୍ବରୁ କମିବନି ଟମାଟୋ ଦର, ପ୍ରବଳ ବର୍ଷା ହେତୁ ଆହୁରି ମହଙ୍ଗା ହୋଇପାରେ ଟମାଟୋ ମୂଲ୍ୟ

More Stories
Accused in Rs 3cr financial fraud held from Assam
4 CWC members dismissed over ‘gross negligence’
New police station, police reserve office opened